Posts

LIVING IN HARMONY WITH NATURE IS THE KEY TO OUR SUSTAINABLE FUTURE

Image
  Our environment is a complex dynamic system that includes both living and non-living components of the biosphere with a constant exchange of materials and energy among them . While we consume many useful things from the environment like air, water, and food we also try to replenish some materials in the form of  new plantations, carbon dioxide by our breath etc. Over a large period of time,  an equilibrium is established among the various components of the environment allowing life to flourish. A key requirement for life to flourish on the Earth is the prevailing of a moderate range of temperature in which water, the prime necessity for life, exists in all its three different forms.      However, it is a matter of great concern that since the industrial revolution of the 18th century, our contribution to the environment has been minuscule compared to the vast benefits that we have enjoyed. Further, man's interference with nature has resulted in an ir...

ବିନାଶକାରୀ ଭୂମିକମ୍ପ

Image
     ଗତ 22 ତାରିଖ ବୁଧବାର  ସକାଳେ ପଡୋଶୀ ରାଷ୍ଟ୍ର  ଆଫଗାନିସ୍ଥାନ ରେ  ଭୀଷଣ ଭୂମିକମ୍ପ ଅନୁଭୂତ ହୋଇଛି I ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା 6.1 I ଏହି ବିନାଶକାରୀ ଭୂମିକମ୍ପରେ 1000 ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିବା ସାଙ୍ଗକୁ 1500 ରୁ ଅଧିକ ଲୋକ ଆହତ ହୋଇଛନ୍ତି ଏବଂ ଧନସମ୍ପତ୍ତିର ବିପୁଳ କ୍ଷୟକ୍ଷତି ଘଟିଛି I   ଏହା ଭୂକମ୍ପ କେନ୍ଦ୍ରଠାରୁ ପ୍ରାୟ 500 କି.ମି. ବ୍ୟାପ୍ତି ପରିସୀମା ଅଞ୍ଚଳମଧ୍ୟରେ ଅନୁଭୂତ ହୋଇଥିଲା, ଫଳରେ ଏହାର ପ୍ରଭାବ ପଡୋଶୀ ପାକିସ୍ଥାନ ଓ ଭାରତରେ ମଧ୍ୟ ଦେଖିବାକୁ ମିଳିଥିଲା   I ରିକ୍ଟର ସ୍କେଲ୍ କ'ଣ?       ଭୂମିକମ୍ପର ତୀବ୍ରତାକୁ ରିକ୍ଟର୍ ସ୍କେଲ୍ ଏକକରେ ମପାଯାଏ I ଏହି ସ୍କେଲରେ 4 ଅଙ୍କରୁ  ଉର୍ଦ୍ଧ୍ୱ ଭୂମିକମ୍ପ  ସାଧାରଣତଃ ଧନଜୀବନ ପ୍ରତି ବିନଶକାରୀ ହୋଇଥାଏ I ଭୂମିକମ୍ପର ତୀବ୍ରତା  4 ରୁ 4.9 ଅଙ୍କ  ମଧ୍ୟରେ ରହିଲେ  ଘରର ଝରକାର କାଚ ଭାଙ୍ଗିଯାଇପାରେ ଏବଂ କାନ୍ଥରେ ଟଙ୍ଗା ଯାଇଥିବା ଫଟୋଫ୍ରେମ୍ ତଳେ ଖସି ପଡିପାରେ I  ଭୂମିକମ୍ପର ତୀବ୍ରତା  5 ରୁ 5.9 ଅଙ୍କ  ମଧ୍ୟରେ ରହିଲେ  ଘରର ଟେବୁଲ ଚଉକି ଭଳି  ଭାରି ଆସବାବପତ୍ର ହଲି ଯାଇପାରେ I ଭୂମିକମ୍ପର ତୀବ୍ରତା  6 ରୁ 6.9 ଅଙ୍କ  ମଧ୍ୟରେ ରହିଲେ  ...

ପ୍ରକୄତି ସହ ଚିରସ୍ଥାୟୀ ସହାବସ୍ଥାନର ସନ୍ଧାନେ

Image
  ପ୍ରକୄତି ସହ ଚିରସ୍ଥାୟୀ ସହାବସ୍ଥାନର ସନ୍ଧାନେ                                                                                   ନିକୁଂଜ ବିହାରୀ ସାହୁ         ଆମର ପରିବେଶ ଏକ ଜଟିଳ ଗତିଶୀଳ  ବ୍ୟବସ୍ଥା I ଏହା ଉଭୟ ସଜୀଵ ଓ ନିର୍ଜୀବ  ଉପାଦାନକୁ ନେଇ ଗଢା I ସଜୀବ ବସ୍ତୁମାନଙ୍କ ମଧ୍ୟରେ ପ୍ରାଣୀ ଓ ଉଦ୍ଭିଦ ଅନ୍ତର୍ଭୁକ୍ତ ଥିଲାବେଳେ ନିର୍ଜୀଵ ବସ୍ତୁମାନଙ୍କ ମଧ୍ୟରେ ବାୟୁ, ଜଳ ଓ ମୄତ୍ତିକା ଇତ୍ୟାଦିକୁ ବିଚାର କରାଯାଏ I ଏକ ପରିବେଶରେ ଥିବା  ବିଭିନ୍ନ ଉପାଦାନମାନଙ୍କ  ମଧ୍ୟରେ ଶକ୍ତି ଓ ପଦାର୍ଥର  ବିନିମୟ ଘଟିଥାଏ I ଆମେ କିଛି ପଦାର୍ଥ ପରିବେଶରୁ ଗ୍ରହଣ କରୁଥିଲାବେଳେ ଆଉ କିଛି ପଦାର୍ଥ ପରିବେଶକୁ ପ୍ରଦାନ କରିଥ...

NEED FOR TECHNOLOGICAL INNOVATIONS IN POST-POKHRAN ERA

Image
          The series of nuclear tests detonated by India on 11th May 1998 under the name Operation Shakti in the Pokhran range of the Indian army in the deserts of Rajasthan was a stupendous feat to have been accomplished. The tests achieved their main objective of giving India the capability to build both  fission and  thermo-nuclear weapons  with yields up to 200  kilotons  capacity sufficient to deter the enemy . This has several implications: Firstly, India became a nuclear power to enter the world nuclear club as the sixth nation after the USA, Russia, China, Britain and France and established itself as a formidable world power to be reckoned with.  Secondly, while the nuclear programmes of some countries are clandestine and acquired by unscrupulous methods,   the Indian tests came as an offshoot of a well established scientific research base in the country with a legacy of many brilliant nuclear...

ଭାରତର ମହାନ ପରମାଣୁ ପରୀକ୍ଷଣ

Image
                                                                                                  ବିଗତ 1998 ମସିହା ମଈ ମାସ 11 ତାରିଖ ଥିଲା ଭାରତୀୟ ବୈଜ୍ଞାନିକମାନଙ୍କ ପାଇଁ ଏକ ଗୌରବୋଜ୍ଜ୍ୱଳ ଦିବସ I ଏହି ଦିନ ଭାରତ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ ଚକିତ କରି ରାଜସ୍ଥାନର ପୋଖରାନ ମରୁଭୂମିରେ   ପରପର କରି ସମୁଦାୟ ତିନୋଟି ପରମାଣୁ ବୋମା ପରୀକ୍ଷା କରିଥିଲା I ପ୍ରଥମ ପରୀକ୍ଷାଟି ଏକ ବିଖଣ୍ଡନଶୀଳ (Fission) ବୋମା ଥିଲାବେଳେ ଅନ୍ୟ ଦୁଇଟି ପରୀକ୍ଷା ସଂଯୋଜନଶୀଳ (Fusion) ଉପକରଣ   ଥିଲା I ଏହି ପ୍ରଯୂକ୍ତିଗତ ଉପଲବ୍ଧି ସହିତ ଭାରତ ବିଶ୍ୱର ଷଷ୍ଠ ରାଷ୍ଟ୍ର ରୂପେ ପରମାଣୁ ରାଷ୍ଟ୍ରସମୂହ (Nuclear Club) ରେ ସାମିଲ ହୋଇଥିଲା I ଇତି ମଧ୍ୟରେ ଦୀର୍ଘ 24 ବର୍ଷ ବିତିଯାଇଥିଲେ ସୁଦ୍ଧା   ସେଦିନର ସେ କଥା ମନେ ପଡିଲେ ହୄଦୟ ଉଲ୍ଲସିତ ହେବା ସଙ୍ଗେସଙ୍ଗେ ରୋମ ଟାଙ୍କୁରି ଉଠେ I ଏଠାରେ ସେଦିନର ସେହି ଐତିହାସିକ ଘଟଣାର କିଛି ସ୍ମୃତି ...