Posts

Showing posts from July, 2021

VACCINATION FOR CHILDREN

Image
          While the national vaccination programme against the pandemic has had a smooth sailing with the adults crossing the 40 crore mark making it the largest vaccination drive in the world, the vaccine for children is yet to take off and is long due. The education sector, in particular, has been hit very badly by the pandemic with the school children missing their physical class-room sessions for nearly one-and-half years. Although some states are currently embarking on ambitious plans of opening the schools   in a restricted manner, the parents have opened expressed their concerns in sending their wards to schools.       Availability of a dependable vaccine for children will be a milestone achievement in bolstering the education sector in the country as this would not only ensure the safety of children but also facilitate the reopening of schools in a graded manner and the resumption of outdoor activities. This would also boost the confidence of parents in letting their children

ସୂର୍ଯ୍ୟ ରାଇଜର ଝଡ

Image
                                                                                          ଆମର ତାରା ସୂର୍ଯ୍ୟ ପୄଥିବୀରେ ସକଳ ଶକ୍ତିର ଆଧାର I ମାତ୍ର ସୂର୍ଯ୍ୟ ବେଳେବେଳେ ଅଶାନ୍ତ ହୋଇ ଅତି ସକ୍ରିୟ ହୋଇ ଉଠେ I ସୂର୍ଯ୍ୟ ପୃଷ୍ଠରେ ଶକ୍ତିଶାଳୀ ଝଡମାନ ସୄଷ୍ଟି ହୁଏ I ତା’ର ପ୍ରଭାବ ପୄଥିବୀ ସମେତ ସାରା ସୌରଜଗତ  ଉପରେ ପଡିଥାଏ I ଏହିପରି ଏକ ଶକ୍ତିଶାଳୀ ଝଡ ନିକଟରେ ଅନ୍ତରୀକ୍ଷରେ ଅଦୄଶ୍ୟ ଭାବେ ଘଟି ଯାଇଛି I ମାତ୍ର ସୂର୍ଯ୍ୟର ଏହି ଝଡ ଆମର ବାତ୍ୟା ଭଳି ପବନର ଏକ ଝଡ ନୁହେଁ ; ଏହା ପ୍ରକୄତରେ ସୂର୍ଯ୍ୟର ବାୟୁମଣ୍ଡଳରେ ଏହା ପୄଷ୍ଠରୁ ନିର୍ଗତ  ବିପୁଳ ଚାର୍ଜିତ କଣିକାସବୁର ଉତ୍ସର୍ଜନ ଯୋଗୁଁ ସୄଷ୍ଟି ହେଉଥିବା ଶକ୍ତିଶାଳୀ ଚୁମ୍ବକୀୟ ଝଡ I ଏହି ଝଡସବୁ ଆମର ସ୍ବାସ୍ଥ୍ୟ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଉନଥିଲେ ସୁଦ୍ଧା  ପୄଥିବୀର ଉପଗ୍ରହ ସଙ୍କେତ ବ୍ୟବସ୍ଥା, ଯୋଗାଯୋଗ ବ୍ୟବସ୍ଥା, ଜି.ପି.ଏସ୍. ( GPS)  ବ୍ୟବସ୍ଥା , ବିଜୁଳି ଶକ୍ତିକେନ୍ଦ୍ର ,  ମୋବାଇଲ ଫୋନ୍ , ରେଡିଓ ଓ ଟେଲିଭିଜନ୍‍ ବ୍ୟବସ୍ଥା ଇତ୍ୟାଦିକୁ  ଘୋର ବାଧାପ୍ରାପ୍ତ  କରିଥା’ନ୍ତି I ଏହାର ପ୍ରଭାବରେ ଉଚ୍ଚ ଅକ୍ଷାଂଶ ସ୍ଥାନଗୁଡିକରେ ବାସ କରୁଥିବା ଲୋକମାନେ ଆକାଶରେ ରଙ୍ଗ ବେରଙ୍ଗର ଆଲୁଅମାନ ଦେଖିଥାନ୍ତି ଯାହାକୁ ମେରୁ ଆଲୁଅ ( Aurora) କୁହାଯାଏ I ସୂର୍ଯ୍ୟରୁ ଉତ୍ସର୍ଜିତ ଚାର୍ଜିତ କଣିକାସବୁ ପୄଥିବୀର ଚୁମ୍ବକୀୟ

ପେଡାଲ ଚାଳିତ ନିରାପଦ ହାତଧୂଆ ସାନିଟାଇଜର ଯନ୍ତ୍ର

Image
                   ଏବେ କୋରୋନା ଭାଇରସର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ହାତଧୂଆ ସାନିଟାଇଜରମାନ ବହୁଳ ବ୍ୟବହୄତ ହେଉଛି I ବ୍ୟକ୍ତିଗତ ସ୍ତରରେ ଏହାକୁ ବ୍ୟବହାର କରିବା ସେତେଟା ବିପଦପୂର୍ଣ୍ଣ ନୁହେଁ   I ମାତ୍ର ବ୍ୟାଙ୍କ , ଅଫିସ କିମ୍ବା ସର୍ବସାଧାରଣ ସ୍ଥାନଗୁଡିକର ଗୋଟିଏ ସାନିଟାଇଜରକୁ ଅନେକ ଲୋକ ବାରମ୍ବାର ବ୍ୟବହାର କରିବା ଦ୍ବାରା ସଂକ୍ରମଣ ବ୍ୟାପିବାର   ଆଶଙ୍କା ରହିଥାଏ I ଏହି ପରିପ୍ରେକ୍ଷୀରେ ଏପରି କିଛି ସରଳ ସାନିଟାଇଜର ବିକଶିତ କରାଯାଇଛି ଯାହାକୁ ବିନା ହାତ ସଂସ୍ପର୍ଶରେ ଚାଳନା କରିହେବ   I ଏହା ଦ୍ବାରା ସଂକ୍ରମଣର ସମ୍ଭାବନା ବହୁ ପରିମାଣରେ ହ୍ରାସ ପାଇଥାଏ I           ଏହି ବ୍ୟବସ୍ଥାରେ ଯନ୍ତ୍ରର ତଳଭାଗରେ   ଏକ ପେଡାଲ ସ୍ଥାନିତ ଥାଏ I ବ୍ୟବହାରକାରୀ ପେଡାଲକୁ ଗୋଡରେ ତଳକୁ ଦବାଇଲେ , ପେଡାଲ ସହିତ ସଂଯୁକ୍ତ   ଏକ   ଲମ୍ବା ( ଦୈର୍ଘ୍ୟ : 2 ରୁ 3 ଫୁଟ ) ଭୂଲମ୍ବ ଦଣ୍ଡ ଉର୍ଦ୍ଧ୍ବକୁ ଗତିଶୀଳ ହୁଏ I ଏହା ଉପରିଭାଗରେ ଏକ କ୍ଷୁଦ୍ର ଭାରଦଣ୍ଡ ସହିତ ସଂଯୁକ୍ତ ଥାଏ   I ଭୂଲମ୍ବ ଦଣ୍ଡର ଅଗ୍ରଭାଗ ଭାରଦଣ୍ଡର   ଗୋଟିଏ ପ୍ରାନ୍ତ ଉପରେ (' ବଳ ' ପ୍ରାନ୍ତ ଉପରେ ) ଏକ ଉର୍ଦ୍ଧ୍ବମୂଖୀ ବଳ ପ୍ରୟୋଗ କରେ I ଏହାଦ୍ବାରା ଆଲମ୍ବ ଉପରେ ଆଧାରିତ ଭାରଦଣ୍ଡର ଅନ୍ୟ ପ୍ରାନ୍ତଟ