କୁଇଜ୍
1. ପରିବେଶ କୁଇଜ୍ ନିକୁଂଜ ବିହାରୀ ସାହୁ 1. ଜଙ୍ଗଲ ସୁରକ୍ଷା ତଥା ବ୍ୟାପକ ବନୀକରଣ ଉଦ୍ଦେଶ୍ୟରେ ସଚେତନତା ସୄଷ୍ଟି କରିବା ନିମନ୍ତେ ଉଦ୍ଦିଷ୍ଟ ' ବନ ମହୋତ୍ସବ ' କାର୍ଯ୍ୟକ୍ରମ ଆମ ଦେଶରେ କେବେ ପାଳନ କରାଯାଏ ? କ ) ଜୁଲାଇ ପ୍ରଥମ ସପ୍ତାହ ଖ ) ଜୁଲାଇ ଦ୍ବିତୀୟ ସପ୍ତାହ ଗ ) ଜୁଲାଇ ତୄତୀୟ ସପ୍ତାହ ଘ ) ଜୁଲାଇ ଚତୁର୍ଥ ସପ୍ତାହ 2. ଆମ ଦେଶରେ ବ୍ୟାଘ୍ର ମାନଙ୍କର ସଂରକ୍ଷଣ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ବ୍ୟାଘ୍ର ପ୍ରକଳ୍ପ ( Project Tiger) ଯୋଜନା କେବେ ଆରମ୍ଭ କରାଯାଇଥିଲା ? କ ) 1975 ଖ ) 1972 ଗ ) 1973 ଘ ) 1971 3. ବିଶ୍ବର କେଉଁଠାରେ ସବୁଠାରୁ ବେଶୀ ଜୈବବିବିଧତା ଅର୍ଥାତ ପ୍ରାଣୀ ଓ ଉଦ୍ଭିଦ ପ୍ରଜାତି ଦେଖିବାକୁ ମିଳେ ? କ ) ହେନ୍ତାଳ ବନ ଖ ) ଆଫ୍ରିକୀୟ ତୄଣଭୂମି ଗ ) କ୍ରାନ୍ତିମଣ୍ଡଳୀୟ ପର୍ଣ୍ଣମୋଚୀ ଜଙ୍ଗଲ ଘ ) ବିଶୁବମଣ୍ଡଳୀୟ ଚିରହରିତ୍ ବର୍ଷାବନ