Posts

Showing posts with the label ODIYA POST ON PANDEMIC

ବିଗତ ଦିନର ବିସ୍ମୄତ ଓ ବୀଭତ୍ସ ମହାମାରୀ

Image
ବିଗତ ଦିନର ବିସ୍ମୄତ ଓ ବୀଭତ୍ସ ମହାମାରୀ                                                                                    ନିକୁଂଜ ବିହାରୀ ସାହୁ           ଇତିହାସର ଆଇନାରେ  ବିଗତ  ମହାମାରୀଗୁଡିକର ପ୍ରସାର ଧାରାକୁ ଲକ୍ଷ୍ୟ କଲେ ଜଣାଯାଏ ଯେ ପ୍ରତି 100 ବର୍ଷ ଅନ୍ତରରେ ଗୋଟିଏ ଲେଖାଏଁ ମହାମାରୀ ପୄଥିବୀରେ ପ୍ରାଦୁର୍ଭାବ  ହୋଇଥାଏ I ବିଗତ 1720, 1820 , 1920  ପରେ ଏବେ 2020 ମସିହାର କୋରୋନା ମହାମାରୀ ସାରା ପୄଥିବୀରେ ଆତଙ୍କ ଖେଳାଇ ଦେଇଛି I ଏହା ସଂଯୋଗ ହେଉ କିମ୍ବା ଧାରା, ତେବେ ଏହା ସତ୍ୟ  ଯେ, ପ୍ରତି 100 ବର୍ଷ ବ୍ୟବଧାନରେ  ଘାତକ ମହାମାରୀଗୁଡିକ  ପୄଥିବୀ ବକ୍ଷରେ ଉଙ୍କି ମାରି ଆତଙ୍କର ତା...