Posts

Showing posts from January, 2023

ରମଣ ଓ ଭାରତରେ ବିଜ୍ଞାନ ଗବେଷଣାର ପ୍ରସାର

Image
             ଆମ ଦେଶର ସୁନାମଧନ୍ୟ ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କଟ ରମଣ 1930 ମସିହାରେ ପ୍ରଥମ   ଭାରତୀୟ ତଥା ପ୍ରଥମ ଏସୀୟ ବୈଜ୍ଞାନିକ ରୂପେ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ବିଶ୍ୱର ସର୍ବୋଚ୍ଚ ସମ୍ମାନ ନୋବେଲ ପୁରସସ୍କାର ପ୍ରାପ୍ତ ହୋଇଥିଲେ I ରମଣ 1928 ମସିହା ଫେବ୍ରୁଆରୀ 28 ତାରିଖ ଦିନ ନିଜର ଯୁଗାନ୍ତକାରୀ ' ରମଣ ପ୍ରଭାବ ' ସିଦ୍ଧାନ୍ତ ଆବିଷ୍କାର କରିଥିଲେ I ଏହି ଘଟଣାକୁ   ଚିରସ୍ମରଣୀୟ କରିବା ପାଇଁ   ଆମ ଦେଶରେ ଫେବ୍ରୁଆରୀ 28 ତାରିଖକୁ ' ଜାତୀୟ ବିଜ୍ଞାନ ଦିବସ ' ରୂପେ ପାଳନ କରାଯାଏ I ରମଣଙ୍କ ଜୀବନୀ ଓ ଗବେଷଣାରୁ ଅନେକ କଥା ଶିଖିବାକୁ ମିଳେ ଯାହା ଆଜିର ଛାତ୍ର ତଥା ଯୁବପୀଢିକୁ ପ୍ରେରଣା ଯୋଗାଇବ I ପ୍ରଥମତଃ , ରମଣ ନିଜର ପ୍ରଥମ ଉଚ୍ଚକୋଟୀର ଗବେଷଣା ନିବନ୍ଧ   ମାତ୍ର 18 ବର୍ଷ ବୟସରେ ଜଣେ ସ୍ନାତକ ଛାତ୍ର ଥିବା ସମୟରେ ପ୍ରସିଦ୍ଧ ବ୍ରିଟିଶ୍ ପତ୍ରିକା ' ଦି ଫିଲୋସୋଫିକାଲ ମାଗାଜିନ୍ ' ରେ ପ୍ରକାଶ କରିଥିଲେ I ସୁତରାଂ କିଛି ମହତ୍ତ୍ୱପୂର୍ଣ୍ଣ   ଆବିଷ୍କାର ପାଇଁ ନିଜର ସ୍ୱପ୍ନ ଓ କଳ୍ପନା   ଯେ ଜଣକ ମନରେ ବାଲ୍ୟକାଳରୁ ବସା ବାନ୍ଧିବା ଉଚିତ , ତାହା ଏଥିରୁ ଶିକ୍ଷା ମିଳେ I  ଦ୍ୱିତୀୟତଃ , ରମଣ ନିଜର ଗବେଷଣା ଦ୍ୱାରା ସମୁଦ୍ରର ନୀଳିମା ସମ୍ପର୍କରେ ସେ କାଳର ପ୍ରଖ୍ୟାତ ବ୍ରିଟିଶ୍ ବିଜ୍ଞାନୀ ଲର୍ଡ ରାଲେ ପ୍ରଦାନ କରିଥିବା ମତବାଦକୁ   ଗ୍ରହଣ ନକରି   ନିଜସ୍ୱ ଏକ

MILLETS AS SUSTAINABLE FOOD SOURCE FOR FUTURE

Image
         With an aim to increase awareness of the contribution of millets to our food security and nutrition that has guided civilizations of the world to the path of progress and prosperity and to highlight its potential for addressing the global scourge of hunger and starvation for a sustainable economy, the World Food and Agriculture Organisation (FAO) endorsed a proposal received from India to celebrate its importance on a global scale and, accordingly,  the United Nation's General Assembly declared the year 2023 as the International Year of Millets (IYM).           As the poor and developing countries of the world struggle to feed their ever-growing population afflicted with hunger and malnutrition, cereal crops like millet provide an affordable and nutritious solution. Millets can grow on arid lands with minimal capital inputs and are resilient to disease, drought and changes in climate. They don't even require the application of fertilizers. Large-scale millet prod