Posts

Showing posts from February, 2022

STANDING TALL WITH RAMAN’S LEGACY

Image
          The National Science Day is celebrated in India to reminisce the landmark discovery of the Raman Effect by our eminent physicist Sir C.V. Raman on February 28, 1928, and his subsequent felicitation of the Nobel Prize as the first Asian in Physics. The life of Raman has several important points to be chronicled that should be reflected upon and imbibed by our young generation today. First, Raman published his first scientific paper entitled ‘Unsymmetrical diffraction bands due to a rectangular aperture" in the British journal ‘The Philosophical Magazine’ in 1906 while he was a graduate student of only 18 years old. This shows that inclination for path-breaking discoveries should be occupied in one’s mind at a very early age. Second, he contradicted with Lord Rayleigh, the eminent British physicist of that time regarding the explanation for the blue colour of the sea which he believed due to the reflection of the blue sky. Rather than being dogmatic in accepting the prev

ସ୍ୱପ୍ନ ଓ ସାଧନାର ପ୍ରତୀକ : ରମଣ

Image
                                                                                                                              19   1920 ମସିହାର କଥା ।  ନାରକୁଣ୍ଡା ନାମକ ବାଷ୍ପୀୟ ଜାହାଜଟି ଇଂଲଣ୍ଡର ସାଉଦାମ୍ପଟନ୍ ବନ୍ଦରରୁ ବାହାରି ଭାରତର ବମ୍ବେ ଅଭିମୁଖେ ଯାତ୍ରା କରୁଥାଏ । ଚାରିପଟେ ଭୂମଧ୍ୟ ସାଗରର ସୁନୀଳ ଜଳରାଶି  । ସମୁଦ୍ରର ଢେଉ କାଟି କାଟି ଆଗେଇ ଚାଲିଥାଏ ଜାହାଜଟି । ଯାତ୍ରୀମାନେ ସମସ୍ତେ ଏହି ରୋମାଞ୍ଚକର ଜଳଯାତ୍ରାର ମଜା ନେଉଥାନ୍ତି ତିଳେ ତିଳେ । ଯାତ୍ରୀମାନଙ୍କ ମଧ୍ୟରେ ଥା’ନ୍ତି ଜଣେ ପଗଡି ପିନ୍ଧା ସାଧାରଣ ଦିଶୁଥିବା ତରୁଣ । ସେ କୌଣସି ଆଡକୁ ଦୄଷ୍ଟି ନଦେଇ ପକେଟରୁ ଛୋଟଛୋଟ ଉପକରଣ ବାହାର କରି ସମୁଦ୍ର ଓ ଆକାଶକୁ ନିରୀକ୍ଷଣ କରୁଥାନ୍ତି । ମଝିରେ ମଝିରେ ବୋତଲରେ ପାଣି ସଂଗ୍ରହ କରି ମନଧ୍ୟାନରେ କିଛି ପରୀକ୍ଷା ନିରୀକ୍ଷା କରିବାରେ ବ୍ୟସ୍ତ ରହିଥା'ନ୍ତି । ଯାତ୍ରୀମାନେ ତାଙ୍କୁ ଧରି ନେଇଥାନ୍ତି ଏକ ପାଗଳ ବୋଲି ।           ସେଦିନର ସେହି ପାଗଳ ଜଣକ ଥିଲେ ଭାରତ ତଥା ବିଶ୍ୱର ସୁନାମଧନ୍ୟ ପଦାର୍ଥବିଜ୍ଞାନୀ ଚନ୍ଦ୍ରଶେଖର ଭେଙ୍କଟ ରମଣ । ଆଉ ସେଦିନ ସେ ଯେଉଁ ପରୀକ୍ଷା କରୁଥିଲେ , ତାହା ଥିଲା ଆକାଶର ନୀଳ ରଙ୍ଗ ଉପରେ  । ପୂର୍ବରୁ ବୈଜ୍ଞାନିକମାନେ ବିଶ୍ୱାସ କରୁଥିଲେ ଯେ, ନୀଳ ଆକାଶର ପ୍ରତିଫଳନ ଦ୍ୱାରା ସମୁଦ୍ରର  ନୀଳିମା   ସୄଷ୍ଟି ହୋଇଥାଏ । ମାତ୍ର ରମଣ ସେଦିନର ସେ