Posts

Showing posts from April, 2022

ଥଣ୍ଡା ଘର

Image
                    ମୁନା ସହରର ଏକ ବିଦ୍ୟାଳୟରେ ପଢେ I ମୁନାର ଖରା ଛୁଟି ଆରମ୍ଭ ହୋଇଯାଇଥାଏ I ସେ ଖରା ଛୁଟି କାଟିବା ପାଇଁ ବାପାଙ୍କ ସହିତ ଅଜାଙ୍କ ଘରକୁ ଗଲା I ଅଜାଙ୍କ ଘର ଏକ  ଗାଁ ରେ I ଅଜା ଗାଁ ପାଖ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ନିକଟରେ ଅବସର ଗ୍ରହଣ କରିଥା'ନ୍ତି I  ଅଜାଙ୍କ ଘରେ ପହଂହିଲା ବେଳକୁ ମୁନା ଗରମରେ ଝାଳନାଳ ହୋଇଯାଇଥାଏ I ସେ ଅଜାଙ୍କୁ କହିଲା, " ଅଜା, ଭାରି ଗରମ ଲାଗିଲାଣି, ଟିକେ ଏସି ଚଳେଇ ଦିଅ I "    ଅଜା କହିଲେ, " ତୁ ଆଗ ଘର ଭିତରକୁ ଚାଲ,  ମୁଁ  ଏସି ଚଲେଇ ଦେଉଛି I" ଏହା କହି ଅଜା ମୁନାକୁ ଏକ ଚାଳ ଘର ଭିତରକୁ ନେଇଗଲେ I କହିଲେ , " ଏ ହେଉଛି ଆମର ଏସି ଘର I ତୁ ଏଇ ଘରେ ଦଣ୍ଡେ ବସ I  ମୁନା ଟିକେ ବିରକ୍ତ ହୋଇ କହିଲା, " ଏ ତ ମାଟି କାନ୍ଥ ଥିବା ଏକ ଚାଳ ଘର I ତୁମେ କହୁଛ ଏଇଟା ଏସି ଘର I ଏସି ନା ଫେସି I" ଅଜା କହିଲେ, " ତୁ ଆଗେ ଏ ଘରେ ଦଣ୍ଡେ ବସ , ଆମ ଗାଁ ଏସିର ମଜା ଜାଣି ପାରିବୁ I"     ଆଉ କୌଣସି ଉପାୟ ନଥିବାରୁ ମୁନା ବାଧ୍ୟ ହୋଇ ସେ ମାଟି ଘରେ ବସି ତା' ମୋବାଇଲ୍ ଫୋନରେ ଖେଳିବା ଆରମ୍ଭ କଲା I ଗାଁକୁ ଆସିଥିବାରୁ ଖରାଛୁଟିଟା ଗରମରେ ବେକାର ଯିବ ବୋଲି ମନେ ମନେ ବହୁତ ଅନୁତାପ କଲା ସେ I     କିଛି ସମୟ ଗଲା ପରେ ସତକୁସତ ତା'କୁ ଥଣ୍ଡା ଲାଗିଲା I ତା'ର ଝାଳ ମରିଗଲା I ତା'କୁ ଟିକେ ଆରା

ପୃଥିବୀର ସୁରକ୍ଷା

Image
ଅନନ୍ତ ଅନ୍ତରୀକ୍ଷରେ ଆମର ପୃଥିବୀ ଏକମାତ୍ର ଗ୍ରହ ଯେଉଁଠି ଜୀବନ ସମ୍ଭବ ହୋଇଛି I ପୃଥିବୀରେ ଜୀବନ ବଂଚିବା ପାଇଁ କିଛି ଅନୁକୂଳ ପରିବେଶ ରହିଛି ଯାହା ଅନ୍ୟ କୌଣସି ଗ୍ରହରେ ନାହିଁ I ପ୍ରଥମତଃ, ପୃଥିବୀର ତାପମାତ୍ରା ପରିସରରେ ଜୀବନ ନିମନ୍ତେ ମୂଖ୍ୟ ଆବଶ୍ୟକତା ଜଳ ନିଜର ସମସ୍ତ ତିନୋଟି ରୂପ ଯଥା କଠିନ, ତରଳ ଓ ଗ୍ୟାସୀୟ ଅବସ୍ଥାରେ ରହିଁପାରେ I ଦ୍ଵିତୀୟତଃ, ପୃଥିବୀର ଏକ ବାୟୁମଣ୍ଡଳ ଅଛି ଯେଉଁଥିରେ ବିଭିନ୍ନ ଜୀବନ  ରକ୍ଷାକାରୀ ଗ୍ୟାସ ଉପଯୁକ୍ତ ଅନୁପାତରେ ଉପଲବ୍ଧ ଅଛନ୍ତି I ଆମ ବାୟୁମଣ୍ଡଳରେ ଥିବା ବିଭିନ୍ନ ସବୁଜଘର ବାଷ୍ପ ସୂର୍ଯ୍ୟର ତାପରଶ୍ମିକୁ ଶୋଷଣ କରିବା ଦ୍ୱାରା ପୃଥିବୀରେ ଜୀବନରକ୍ଷା ପାଇଁ ଆବଶ୍ୟକୀୟ ତାପମାତ୍ରା ସୃଷ୍ଟି ହୋଇଥାଏ I ଆମ ବାୟୁମଣ୍ଡଳର ଏହି ସବୁଜଘର ବାଷ୍ପଙ୍କ ବିନା ପୃଥିବୀର ହାରାହାରି ତାପମାତ୍ରା ଏବେକାର 14°C ପରିବର୍ତ୍ତେ -18°C ମୂଲ୍ୟରେ ପହଂଚି ଥା'ନ୍ତା ଯେଉଁଥିରେ ଜୀବନ ବଂଚିବା ସମ୍ଭବପର ନୁହେଁ  I ତୃତୀୟତଃ, ଆମ ପୃଥିବୀର ଉର୍ଦ୍ଧ୍ଵ ବାୟୁମଣ୍ଡଳରେ ଏକ  ଓଜୋନ ସ୍ତର ରହିଛି ଯାହା ଏକ କବଚ ଭଳି ସୂର୍ଯ୍ୟରୁ ଆସୁଥିବା ମାରାତ୍ମକ ଅତିବାଇଗଣି ରଶ୍ମିକୁ ଶୋଷିନେଇ ପୃଥିବୀପୃଷ୍ଠରେ ଜୀବଜଗତକୁ ରକ୍ଷା କରେ I ପ୍ରକୃତିରେ ଉପଲବ୍ଧ ଏହିସବୁ କାରଣରୁ ପୃଥିବୀର ଜଳ, ସ୍ଥଳ ଓ ବାୟୁରେ ଏକ ବିଶାଳ ବିବିଧତା ବିଶିଷ୍ଟ ଜୀବଜଗତର ଅଭ୍ୟୁଦୟ ଘଟିଛି I  ମାତ୍ର ଘୋର ପରିତାପର ବିଷୟ ଯେ, ଆମ ପୃଥିବୀର ପୂର

Seabirds

Image
  Sea Birds Huge numbers of birds live by, or, on the sea. Some feed along the shore or dive for fish in coastal waters such as various gulls, cormorants and gannets. Others like auks, terns, skuas and frigate birds live for weeks far out in the sea. They come to the surface occasionally to calm waters to float and rest. Still others, like albatrosses, shearwaters and petrels, spend weeks at a time flying in air. They land, only rarely, usually to breed. They are superb flyers, soarers across the oceans for thousands of kilometers. Albatrosses may be at sea for 2 to 3 weeks at a time. The wandering albatross has the longest wingspan of any bird at upto 3.5m. Other albatrosses, like the waved albatross, have slightly smaller wings. There are about 90 species of gulls, skuas and terns.  They usually wheel and call along the coast, but gulls especially have adapted to food far inland. They hunt for worms and grubs in the freshly ploughed fields and squabble over leftovers on rubbish tips

Protecting Mother Earth To Protect Life

Image
The Earth is the only known planet in the universe to possess life forms. It is very unique in many respects that makes life possible on it . First, its proper distance from the Sun ensures the right temperature range prevailing on it in which water, the basic necessity for life, can exist in all its three different forms (solid, liquid and vapour). Second, it has an atmosphere which is a mixture of several life saving gases in proper proportions. The greenhouse gases present in our atmosphere traps the sun's radiant heat and provide a suitable temperature for life. Without them, the Earth would have been incredibly colder with an average temperature of -18°C ( instead of the present 14°C) where no life could exist! Third, a layer of Ozone at our lower atmosphere cuts off the harmful ultraviolet radiations coming from the Sun  protecting life on the Earth. Under these unique favourable conditions, flourish a vast diversity of life in air, water and land in perfect harmony with one

Birds of Prey

Image
Birds of Prey A sharp hooked beak and curved claws called Talons mark out the Raptors, the Birds of Prey as the deadly hunters of the world. Most are masterful flyers, able to stay aloft for hours while searching for prey with their incredible keen eyes. Then they dive like a bullet onto their chosen victim.    Similar raptors like the Sharp shinned hawk are no bigger than a robin. They mainly eat frogs, lizards and other small creatures. The Harpy Eagle (Harpia harpyja) is considered to be the most powerful eagle in the world. Its thick tarsi (legs), strong toes, and sharp talons make this species a formidable predator.   Hawks are eagles that feed on rabbits, snakes, lizards and other birds. The huge Harpy eagle of the Amazon jungle snatches monkeys and sloths from the treetops. The osprey and fish eagles grab fish. Condors mostly feed on carrions (dead animals) The Hobby is one of the most brightly coloured Hawks. It is so speedy and agile that it can catch dragonflies, swallows and