Posts

Showing posts from June, 2026

THOUGHT FOR A HOT SUMMER

Image
  THOUGHT FOR A HOT SUMMER                                                                                                    Nikunja Bihari Sahu        The hot summer days are back with vengeance!  With the daytime temperatures soaring over  40 0 C in many parts of the state , the current season promises to be painfully hot. Interior districts of Odisha are boiling with sweltering   heat driven by hot and dry westerly winds and key cities like Jharsuguda...

ଉତ୍ତପ୍ତ ଗ୍ରୀଷ୍ମ ରୁତୁ ଏବଂ ଏଲ୍ ନିନୋ EL NINO

Image
                                                  ଉତ୍ତପ୍ତ ଗ୍ରୀଷ୍ମ ରୁତୁ ଏବଂ ଏଲ୍ ନିନୋ          ନିକୁଞ୍ଜ ବିହାରୀ ସାହୁ              ଗତ କିଛି ବର୍ଷ ଧରି ପୃଥିବୀର ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ ଦେଖାଯାଉଛି। ଏହାର ପ୍ରଭାବ ଭାରତ ଏବଂ ଓଡ଼ିଶାରେ ମଧ୍ୟ ସ୍ପଷ୍ଟ ଭାବେ ପରିଲକ୍ଷିତ ହେଉଛି। ଏହି ଗ୍ରୀଷ୍ମ ରୁତୁରେ   ବିଶ୍ୱ ସାରା ଅସହ୍ୟ ଗରମ ଅନୁଭୂତ ହେଉଛି   I ଏହା ପଛରେ ଏଲ ନିନୋର ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି ବୋଲି ପାଣିପାଗ ବିଜ୍ଞାନୀମାନେ ମତପ୍ରକାଶ କରୁଛନ୍ତି I ଦ୍ରୁତ ଗତିରେ ବିକଶିତ ହେଉଥିବା ଏବେକାର ଅଭୂତପୂର୍ବ ଏଲ୍ ନିନୋ ଘଟଣା   ବାୟୁମଣ୍ଡଳୀୟ   ତାପମାତ୍ରା ବୃଦ୍ଧିକୁ ତ୍ୱରାନିତ   କରୁଛି। ଏହି ଜଳବାୟୁ ଚକ୍ର   ସାଧାରଣତଃ ଉଷ୍ମ ସମୁଦ୍ର ଜଳକୁ ସଞ୍ଚାଳନ   କରୁଥିବା ବାଣିଜ୍ୟ ପବନକୁ ଦୁର୍ବଳ କରି ବାୟୁମଣ୍ଡଳକୁ ବିପୁଳ ପରିମାଣର କ୍ରାନ...