Posts

Showing posts from June, 2022

LIVING IN HARMONY WITH NATURE IS THE KEY TO OUR SUSTAINABLE FUTURE

Image
  Our environment is a complex dynamic system that includes both living and non-living components of the biosphere with a constant exchange of materials and energy among them . While we consume many useful things from the environment like air, water, and food we also try to replenish some materials in the form of  new plantations, carbon dioxide by our breath etc. Over a large period of time,  an equilibrium is established among the various components of the environment allowing life to flourish. A key requirement for life to flourish on the Earth is the prevailing of a moderate range of temperature in which water, the prime necessity for life, exists in all its three different forms.      However, it is a matter of great concern that since the industrial revolution of the 18th century, our contribution to the environment has been minuscule compared to the vast benefits that we have enjoyed. Further, man's interference with nature has resulted in an irreversible change of the ecolo

ବିନାଶକାରୀ ଭୂମିକମ୍ପ

Image
     ଗତ 22 ତାରିଖ ବୁଧବାର  ସକାଳେ ପଡୋଶୀ ରାଷ୍ଟ୍ର  ଆଫଗାନିସ୍ଥାନ ରେ  ଭୀଷଣ ଭୂମିକମ୍ପ ଅନୁଭୂତ ହୋଇଛି I ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା 6.1 I ଏହି ବିନାଶକାରୀ ଭୂମିକମ୍ପରେ 1000 ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିବା ସାଙ୍ଗକୁ 1500 ରୁ ଅଧିକ ଲୋକ ଆହତ ହୋଇଛନ୍ତି ଏବଂ ଧନସମ୍ପତ୍ତିର ବିପୁଳ କ୍ଷୟକ୍ଷତି ଘଟିଛି I   ଏହା ଭୂକମ୍ପ କେନ୍ଦ୍ରଠାରୁ ପ୍ରାୟ 500 କି.ମି. ବ୍ୟାପ୍ତି ପରିସୀମା ଅଞ୍ଚଳମଧ୍ୟରେ ଅନୁଭୂତ ହୋଇଥିଲା, ଫଳରେ ଏହାର ପ୍ରଭାବ ପଡୋଶୀ ପାକିସ୍ଥାନ ଓ ଭାରତରେ ମଧ୍ୟ ଦେଖିବାକୁ ମିଳିଥିଲା   I ରିକ୍ଟର ସ୍କେଲ୍ କ'ଣ?       ଭୂମିକମ୍ପର ତୀବ୍ରତାକୁ ରିକ୍ଟର୍ ସ୍କେଲ୍ ଏକକରେ ମପାଯାଏ I ଏହି ସ୍କେଲରେ 4 ଅଙ୍କରୁ  ଉର୍ଦ୍ଧ୍ୱ ଭୂମିକମ୍ପ  ସାଧାରଣତଃ ଧନଜୀବନ ପ୍ରତି ବିନଶକାରୀ ହୋଇଥାଏ I ଭୂମିକମ୍ପର ତୀବ୍ରତା  4 ରୁ 4.9 ଅଙ୍କ  ମଧ୍ୟରେ ରହିଲେ  ଘରର ଝରକାର କାଚ ଭାଙ୍ଗିଯାଇପାରେ ଏବଂ କାନ୍ଥରେ ଟଙ୍ଗା ଯାଇଥିବା ଫଟୋଫ୍ରେମ୍ ତଳେ ଖସି ପଡିପାରେ I  ଭୂମିକମ୍ପର ତୀବ୍ରତା  5 ରୁ 5.9 ଅଙ୍କ  ମଧ୍ୟରେ ରହିଲେ  ଘରର ଟେବୁଲ ଚଉକି ଭଳି  ଭାରି ଆସବାବପତ୍ର ହଲି ଯାଇପାରେ I ଭୂମିକମ୍ପର ତୀବ୍ରତା  6 ରୁ 6.9 ଅଙ୍କ  ମଧ୍ୟରେ ରହିଲେ  କୌଣସି ବହୁତଳୀୟ ଅଟ୍ଟାଳିକାର ନିଅଁ ହଲି ଯାଇପାରେ ଏବଂ ଉପର ମହଲା ଘର ବିଶେଷ  କ୍ଷତିଗ୍ରସ୍ତ ହୋଇପାରେ I ଭୂମିକମ୍ପର ତୀବ୍ରତା  7 ରୁ 7.9 ଅଙ୍କ ମଧ୍