Posts

Showing posts from March, 2022

କେନ୍ଦ୍ରାପଡାର ସୂର୍ଯ୍ୟଘଡି

Image
    ପ୍ରାଚୀନ ସମୟରେ ସମୟ ଗଣନା ପାଇଁ ସୂର୍ଯ୍ୟଘଡି ହିଁ ଥିଲା ଏକମାତ୍ର ମାଧ୍ୟମ I ଏଥିରେ ଥିବା ଏକ ଦଣ୍ଡ ଗୋଟିଏ ଅଂଶାଙ୍କିତ ଫଳକ ଉପରେ ଛାୟପାତ କରେ I ଏହି ଛାୟାର ଅବସ୍ଥାନରୁ ହିଁ ସ୍ଥାନୀୟ ସମୟର ସୂଚନା ମିଳିଥାଏ I ଫଳକର ସଜ୍ଜା ଅନୁସାରେ ସୂର୍ଯ୍ୟଘଡିକୁ ବିଶୁବ-ରୈଖୀୟ, ଭୂସମାନ୍ତରୀୟ ଏବଂ ଭୁଲମ୍ବୀୟ : ଏହିପରି ତିନି ଭାଗରେ ବିଭକ୍ତ କରାଯାଇଛି I       କେନ୍ଦ୍ରାପଡା ସହରର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅନତିଦୂରରେ  ଏକ ଐତିହାସିକ ସୂର୍ଯ୍ୟଘଡି ଦେଖିବାକୁ ମିଳେ I ଏହା ଇଟା ଓ ସିମେଣ୍ଟରେ  ତିଆରି ବ୍ରିଟିଶ ଅମଳର ଏକ ପ୍ରାଚୀନ କୀର୍ତ୍ତି I ଏହାର ଫଳକଟି ଭୂସମାନ୍ତର ଅବସ୍ଥାରେ ଥିବାରୁ ଏହା ଏକ ଭୂସମାନ୍ତରୀୟ ସୂର୍ଯ୍ୟଘଡି I ଏହାର ଫଳକ ଉପରେ ଛାୟାପାତ କରିବା ନିମନ୍ତେ ଘଡ଼ିରେ ଏକ ତ୍ରିଭୁଜାକୃତି ଦଣ୍ଡର ବ୍ୟବସ୍ଥା ଅଛି I ଫଳକର ଅଂଶାଙ୍କନ ଉପରେ ଏହି ଦଣ୍ଡ ଦ୍ୱାରା ପଡୁଥିବା ଛାୟାର ଅବସ୍ଥାନରୁ ସାଧାରଣତଃ ସମୟ ନିରୂପଣ କରାଯାଏ I ଏହି ଘଡ଼ିରେ ଏକ ବିଶାଳକାୟ ଗୋଲାକୃତି ଫଳକର ମଧ୍ୟଭାଗରେ ଗୋଟିଏ ତ୍ରିଭୁଜାକାର ଦଣ୍ଡ ସ୍ଥାନିତ ଅଛି I ଏହି ତ୍ରିଭୁଜାକୃତି ଦଣ୍ଡର ଭୂମିସ୍ଥ କୋଣ ସ୍ଥାନୀୟ ଅକ୍ଷାଂଶ (ପ୍ରାୟ 21 ଡିଗ୍ରୀ) ସଙ୍ଗେ ସମାନ ଏବଂ ଦଣ୍ଡଟିକୁ ଉତ୍ତର ଆଡକୁ ଧ୍ରୁବତାରା ଦିଗରେ ମୁହଁ କରି ରଖା ଯାଇଛି I ଏଭଳି ଅବସ୍ଥାରେ, ତ୍ରିଭୁଜାକୃତି ଦଣ୍ଡର କର୍ଣ୍ଣରେଖା ପୃଥିବୀର ଅକ୍ଷ ସଙ୍ଗେ ସମାନ୍ତର ଅବସ୍ଥାରେ ରହିଥାଏ ଯାହ

ଜଳ ଗ୍ରହରେ ଜଳ ସଙ୍କଟ

Image
ଜଳ ଗ୍ରହରେ ଜଳ ସଙ୍କଟ ନିକୁଞ୍ଜ ବିହାରୀ ସାହୁ ପ୍ରକୃତିରେ ଜଳ     ପୃଥିବୀ ଏକ ଜଳ ଗ୍ରହ ହୋଇଥିଲେ  ସୁଦ୍ଧା ପୃଥିବୀରେ ଜଳର ଭଣ୍ଡାର ସୀମିତ I ପୃଥିବୀର ପ୍ରାୟ 97.5% ଜଳ ସମୁଦ୍ରରେ ଗଛିତ ଯାହା ଲୁଣିଆ ଓ ମନୁଷ୍ୟର ବ୍ୟବହାର ଉପଯୋଗୀ ନୁହେଁ I ଅବଶିଷ୍ଟ 2.5% ମଧୁର ଜଳ ମଧ୍ୟରୁ ଏକ ବଡ଼ ଭାଗ ମେରୁ ଅଞ୍ଚଳର ହିମବାହ ଓ ତୁଷାରବୃତ୍ତ ଶୃଙ୍ଗରେ ଅବସ୍ଥିତ ଯାହା ମଧ୍ୟ ମଣିଷର ହାତ ପାଆନ୍ତାରେ ନାହିଁ I ପୃଥିବୀରେ ଉପଲବ୍ଧ ମଧୁର ଜଳର ଅନ୍ୟ ଏକ ବଡ଼ ଭାଗ ଭୁତଳ  କିମ୍ବା ବାୟୁମଣ୍ଡଳର ଜଳୀୟବାଷ୍ପ ଆକାରରେ ଗଛିତ ଯାହା ମଧ୍ୟ ମନୁଷ୍ୟର ବ୍ୟବହାର ଉପଯୋଗୀ ନୁହେଁ I ଅବଶିଷ୍ଟ ମାତ୍ର 0.3% ମଧୁର ଜଳ ନଦୀ, ହ୍ରଦ ଆକାରରେ ଭୁପୃଷ୍ଠରେ ପ୍ରବାହିତ ଯାହା ମନୁଷ୍ୟର ଦୈନନ୍ଦିନ କାମରେ ଲାଗେ I ସୁତରାଂ ପୃଥିବୀ ଏକ ଜଳ ଗ୍ରହ ହେଲେ ସୁଦ୍ଧା ଏଠାରେ ଉପଲବ୍ଧ ମନୁଷ୍ୟର ବ୍ୟବହାର ନିମନ୍ତେ ଜଳର ଭଣ୍ଡାର ଅତି ସୀମିତ I ତେଣୁ ଦୈନନ୍ଦିନ ଜୀବନରେ ଜଳ ବ୍ୟବହାର ମିତବ୍ୟୟତା ସାଙ୍ଗକୁ ଜଳ ସଂରକ୍ଷଣର ଆବଶ୍ୟକତା ରହିଛି I  ଜଳର ଧର୍ମ   ଜଳ ପ୍ରକୄତିର ଏକମାତ୍ର ପଦାର୍ଥ ଯାହା ପୃଥିବୀର ତାପମାତ୍ରା ପରିସରରେ ନିଜର ସମସ୍ତ ରୂପ ଯଥା କଠିନ, ତରଳ ଓ ଗ୍ୟାସୀୟ ଅବସ୍ଥାରେ ରହିପାରେ I ଏହାର ଘନତ୍ଵ 1 ଗ୍ରାମ ଘନ ସେ. ମି. ପ୍ରତି ଏବଂ ଏହାର ଗଳନାଙ୍କ ଓ ସ୍ଫୁଟନାଙ୍କ ଯଥାକ୍ରମେ 0 ଓ 100 ଡିଗ୍ରୀ ସେଲସିୟସ୍ I ପ୍ରତି ଜଳ ଅଣୁରେ ହାଇଡ୍ରୋଜେନ୍ ଓ ଆକ୍ସିଜେନ୍ ପରମାଣୁ

ପୁଣି ଚନ୍ଦ୍ର ଅଭିଯାନ

Image
ଯୁକ୍ତରାଷ୍ଟ୍ର ଆମେରିକା ଚନ୍ଦ୍ରକୁ  ତାର ଶେଷ  ଅଭିଯାନ 1972 ମସିହାରେ  ପ୍ରେରଣ କରିଥିଲା I ଏବେ ଏହା ଠିକ 50 ବର୍ଷ  ପରେ ଚନ୍ଦ୍ରକୁ ଆଉ ଏକ ଅଭିଯାନ  ପ୍ରେରଣ କରିବାକୁ ଯାଉଛି l ଏହି ଅଭିଯାନର ନାମ ଆରଟେମିସ (Artemis) l ଏହି ଅଭିଯାନ ଜରିଆରେ ଚନ୍ଦ୍ରପୃଷ୍ଠର ବିସ୍ତୃତ ଅନୁସନ୍ଧାନ ବ୍ୟତୀତ ସୁଦୂର ଅନ୍ତରିକ୍ଷର ଅନ୍ୟାନ୍ୟ ସ୍ଥାନକୁ ଯାତ୍ରା କରିହେବ ବୋଲି ନାସା ଆଶା ବାନ୍ଧିଛି I ଏହି ଅଭିଯାନର ପ୍ରଥମ ରକେଟ (ନାମ: ସ୍ପେଶ ଲଞ୍ଚ ସିଷ୍ଟମ: SLS ) କୁ ଆଗାମୀ ମଈ ମାସରେ ଚନ୍ଦ୍ରଯାତ୍ରା  ଉଦ୍ଦେଶ୍ୟରେ ଫ୍ଲୋରିଡା ସ୍ଥିତ କେନେଡି ଅନ୍ତରିକ୍ଷ କେନ୍ଦ୍ରକୁ ନିକଟରେ ସ୍ଥାନାନ୍ତରିତ କରାଯାଇଛି I ଏହି ଅଭିଯାନକୁ  ଗ୍ରୀକ ପୁରାଣର ଚନ୍ଦ୍ର ତଥା ବନ୍ୟଶିକାରର ଦେବୀ ଆରଟେମିସଙ୍କ ନାମ ଅନୁସାରେ ନାମିତ କରା ଯାଇଛି I ଗ୍ରୀକ ପୂରାଣରେ ଆରଟେମିସଙ୍କୁ ସୂର୍ଯ୍ୟ, ଆଲୋକ ତଥା ଜ୍ଞାନର ଦେବତା ଆପୋଲୋ (Apollo) ଙ୍କ ଯମଜ ଭଗିନୀ  ତଥା ଶିକାରୀ ପୁରୂଷ ଓରିଓନ (Orion) ର ସାଥୀ  ରୂପେ ବର୍ଣ୍ଣନା କରାଯାଇଛି I ଚନ୍ଦ୍ର ଅଭିଯାନର ଇତିହାସ ଚନ୍ଦ୍ର ଅଭିଯାନ କ୍ଷେତ୍ରରେ ଉଭୟ ଋଷିଆ ଓ ଯୁକ୍ତରାଷ୍ଟ୍ର ଆମେରିକା ଅଗ୍ରଣୀ ଭୂମିକା ଗ୍ରହଣ କରନ୍ତି I ରୁଷିଆର ଏକ ଯାନ ଲୁନା -2, 1959 ମସିହା ସେପ୍ଟେମ୍ବର 14 ତାରିଖରେ ଚନ୍ଦ୍ରପୃଷ୍ଠକୁ ସ୍ପର୍ଶ କରେ I ଏହି ସିରିଜର ପରବର୍ତ୍ତୀ ଯାନ ଲୁନା -3 ସେହି 1959 ମସିହା ଅକ୍ଟୋବର 7 ତାରିଖରେ ଚନ୍ଦ୍ର ଚାରିପଟ

REVISITING THE MOON RACE AFTER 50 YEARS

Image
                                As the world's most powerful  'Space Launch System' rocket carrying atop the Orion capsule arrived at the launch pad of  Kennedy Space  Center , Florida for its final tests before  embarking on a landmark  mission to the Moon, the moon race is back again. NASA is going to resume from where it had left in 1972 which was the last crewed lunar  mission with Apollo 17 spacecraft. With its ambitious Artemis program, NASA aims not just for our nearest celestial neighbour, but a long term goal to explore the  deep space  in a way that has never happened before. If everything goes right,  the first Artemis mission will fly  off in late May this year, injecting an uncrewed Orion capsule into lunar  orbit which will ultimately return to the Earth after 6 days . This will be followed by a second  Artemis  mission  in 2024 carrying four crew members to the lunar orbit who,  without landing on the moon,  will be brought  back to the Earth in the Orion c

UNHOLY COLOURS OF HOLI

Image
          Holi, the festival of colours, is warmly celebrated in our culture that transcends all the barriers of space and time. Chemistry of Holi colours shows that these are usually synthetic  industrial dyes mixed with various bases of inorganic origin which have detrimental effects on our body and the environment.    There are mainly four types of   colours available in the market for Holi such as Gulal , Dry Powder, Pastes, and Water colours.   The Gulal has two components : a Colourant that is usually an oxidised heavy metal such as Cadmium, Chromium, Iron, Lead, Mercury, Nickel and  Zinc or toxic coal tar based dyes or ‘azo’ group  dyes such as Auramine (for producing yellow colour), Malachite (for producing green colour), Rhodamine (for producing orange colour) and  Methylene (for producing blue colour). The other part of the Gulal is a Base which could either be Asbestos or Silica in which the colourants are blended. Besides, the Gulal also contains sand, starch, salt, mica o

NEED FOR A PARADIGM SHIFT TO END THE UKRAINE WAR

Image
                               The Ukraine war  has been raging unabated showing no sign to subside as the two sides remain adamement to their own stands. The scale of   devastations caused to the Ukrainian infrastructure by Russian forces due to bombings, missile strikes and artillery shellings is immense and beyond repair even within decades. It has not been a wise decision on the part of President Zelenskyy to fight a war against a superpower in its inclination towards NATO. Ultimately, the people's well-being and the protection of the nation's hard earned assets are what should matter the most to a State.    NATO has also failed to play a proactive role in bringing down the war either by posing a credible deterrent to Putin by supplying military hardwares to Ukraine or by asking Zelensky to agree to Putin's terms. NATO's decline to declare a No -fly zone over Ukraine and the fact that its stance to supply fighter aircrafts through Poland to defend Ukraine's airs