Posts

Showing posts from December, 2023

SUCCESSFUL LAUNCH OF CARTOSAT-3 BY ISRO

Image
  SUCCESSFUL LAUNCH OF CARTOSAT-3 BY ISRO Nikunja Bihari Sahu                  After the crash landing of the Vikram Lander of Chandrayaan -2 mission while making a soft descent on Moon, ISRO has bounced back again to demonstrate its capability in space with the successful launch of Cartosat -3 on November, 27. Cartosat-3, India's most advanced earth imaging satellite built so far, has a panchromatic camera with a ground resolution of 0.25 metres, which allows it to conduct satellite imaging with the highest resolution than ever before. The Cartosat-3, will replace the existing IRS series of satellites and address the increased user demand for large-scale urban planning, rural resource and infrastructure development, coastal land use and land cover.         The implications of the launch are many : First, it has proved , beyond doubt, the capability of our launch vehicle PS...

CLIMATE ACTION: A PROMISE EASIER TO BE MADE THAN DONE

Image
  CLIMATE ACTION: A PROMISE EASIER TO BE MADE THAN KEPT   Nikunja Bihari Sa hu            As temperatures around the world have been soaring to unprecedented levels unleashing a flurry of climate-related disasters like wildfires, flash floods, intensifying cyclones and many more, the COP 28 climate summit in Dubai concluded with many positive outcomes. In a historic and comprehensive document called the UAE consensus, around 70,000 delegates from 198 stakeholder countries joined together to identify for the first time that fossil fuels were indeed the major culprit for the current climate crisis and called for a transition away from the fossil fuels in an orderly, just and equitable manner with a goal to achieve the net zero status by 2050. This is despite the initial hesitation from some oil-producing countries including the UAE itself with the President of the Summit, Sultan Ahmed Al-Jaber, reportedly voicing concern over the...

MAKE YOUR TOY ASTRONOMICAL TYPE TELESCOPE

Image
  MAKE YOUR TOY ASTRONOMICAL TYPE TELESCOPE Nikunja Bihari Sahu     Telescope (Refracting astronomical type):       A telescope is a device that shows a distant object in magnified form. The telescope was first invented by a Dutch lens-maker Hans Lippershey in 1608. He believed that the telescope can be potentially used as a spyglass to detect pirates in the ships going along the seas. However, it was the Italian astronomer Galileo who first pointed his telescope skyward for astronomical investigations in 1609.     A telescope primarily consists of two lenses; i.e. an Objective Lens and an Eyepiece Lens. The Angular Magnification of a Telescope is the ratio of the focal length of the Objective lens to the focal lens of the Eyepiece lens. The Angular Magnification of a Telescope is defined as the ratio of the angle subtended at the eye by the final image formed by the optical instrument to the angle subtended at the eye by the object...

ଶୀତଦିନେ ଉଷୁମ ରହିବାର ଉପାୟ

Image
      ଶୀତଦିନେ ଉଷୁମ ରହିବାର ଉପାୟ ନିକୁଞ୍ଜ ବିହାରୀ ସାହୁ ଉଷୁମ କିଏ : ମୋଟା ନା ପତଳା କମ୍ବଳ?        ଶୀତଦିନେ ଗୋଟିଏ ମୋଟା କମ୍ବଳ ପରିବର୍ତ୍ତେ  ଦୁଇଟି ପତଳା କମ୍ବଳ ଘୋଡେଇ ଶୋଇଲେ ଅଧିକ ଉଷୁମ ଜଣାପଡେ I ପ୍ରକୃତରେ, ଦୁଇଟି କମ୍ବଳ ମଧ୍ୟରେ ବାୟୁର ଏକ ସ୍ତର ଚାପି ହୋଇ ରହିଥାଏ I   ବାୟୁ ତାପର ଏକ ଭଲ କୁପରିବାହୀ ପଦାର୍ଥ I   ତେଣୁ ଦୁଇଟି ଅଲଗା କମ୍ବଳ କ୍ଷେତ୍ରରେ ଏକ ଅଧିକ ତାପ କୁପରିବାହୀ ମାଧ୍ୟମ ' ବାୟୁ ' ରହିଥାଏ I ଫଳରେ ଶରୀରରୁ ତାପ ଏହି କୁପରିବାହୀ ମାଧ୍ୟମ ଅତିକ୍ରମ କରି ସହଜରେ ପଦାକୁ ସ୍ଥାନାନ୍ତରିତ ହୋଇପାରେ ନାହିଁ ଓ ଶରୀରକୁ ବେଶ୍ ଉଷୁମ ଜଣାପଡେ I   ନଡା ଛପର ମାଟିଘର ଅଧିକ ଉଷୁମ ଲାଗେ କାହିଁକି ?        ଶୀତଦିନେ ନଡା ଛପର ମାଟିଘର କୋଠାଘର ତୁଳନାରେ ଉଷୁମ ଜଣାପଡେ I ମାଟି ତାପର କୁପରିବାହୀ ପଦାର୍ଥ ହୋଇଥିବାରୁ  ଘର ଭିତରର ତାପ ପଦାକୁ ସ୍ଥାନାନ୍ତରିତ ହୋଇପାରେ ନାହିଁ  ଏବଂ  ଶୀତଦିନେ ଏଭଳି ଘର ବେଶ୍ ଉଷୁମ ରହିଥାଏ I ଅନ୍ୟପକ୍ଷରେ, କୋଠାଘରର କଙ୍କ୍ରିଟ ଛାତ ତାପର ଭଲ ସୁପରିବାହୀ ପଦାର୍ଥ ହୋଇ ଥିବାରୁ ଏହି ମାଧ୍ୟମ ଦେଇ ପଦାକୁ ତାପର କ୍ରମାଗତ ଅପଚୟ ଘଟୁଥାଏ I ଫଳରେ ଏଭଳି ଘର ଶୀତଦିନେ ଶୀତଳ ଓ ଅଶ୍ୱସ୍ତିକର ଜଣାପଡେ I   ବରଫଘର ଇଗଲୁ ଉଷୁମ କାହିଁ...

ଦୁଇଟି କମ୍ବଳ

Image
      ଦୁଇଟି କମ୍ବଳ ନିକୁଞ୍ଜ ବିହାରୀ ସାହୁ       ମୁନା ଯାତ୍ରା ଦେଖିବା ପାଇଁ ମାମୁଁଘରକୁ ଯାଇଥାଏ I   ସେଦିନ ଯାତ୍ରା ଦେଖି ଫେରି ଲା ବେଳକୁ ବହୁତ ଡେରି ହୋଇ ଯାଇଥାଏ I ଶୀତ ରାତି I ଖାଇ ସାରି ଶୋଇବାଘରକୁ ଯାଇ ଦେଖେ ତ ଶେଯରେ ଦୁଇଟା ପତଳା ଲମ୍ବଳ ପଡିଛି I ସେଦିନ ଭାରି ଥଣ୍ଡା ପଡି ଥିବାରୁ ମୁନା ସେ ଦୁଇଟା  କମ୍ବଳ ବ୍ୟବହାର ନକରି ପାଖରେ ଥିବା ଗୋଟିଏ ମୋଟା କନ୍ଥା ଘୋଡେଇ ହୋଇ ଶୋଇଲା I   ହେଲେ ଶୀତରୁ ରକ୍ଷା ମିଳିଲା ନାହିଁ I ବାହାରେ ବହୁତ ଥଣ୍ଡା ପଡି ଥିବାରୁ ମୁନାକୁ ଭାରି ଶୀତ ଲାଗିଲା I ଥଣ୍ଡାରେ ତା'କୁ ଭଲ ନିଦ ହେଲା ନାହିଁ I ସେ ଶୋଇ ନପାରି ଖଟରେ ବାରମ୍ବାର କଡ ଲେଉଟାଇଲା I        ରାତି ଅଧ ହୋଇ ସାରିଥାଏ I ଖଟର କଟକଟ ଶବ୍ଦ ଶୁଣି ମାମୁଁ  ଶୋଇବାଘରକୁ ପଶି ଆସି ଦେଖନ୍ତି ତ ମୁନା ନଶୋଇ ଚେଇଁଛି I   ମାମୁଁ  ଆଶ୍ଚର୍ଯ୍ୟ ହୋଇ ମୁନାକୁ ପଚାରିବାରୁ ଶୀତରେ ତା'କୁ ନିଦ ହେଉ ନାହିଁ ବୋଲି ମୁନା କହିଲା I     ମାମୁଁ କହିଲେ, 'ମୁଁ ତୋତେ ଘୋଡେଇ ହୋଇ ଶୋଇବା ପାଇଁ ଦୁଇଟା ପତଳା କମ୍ବଳ ଦେଇଥିଲି I ତୁ ସେ ଦୁଇଟାକୁ ଏପର୍ଯ୍ୟନ୍ତ ବ୍ୟବହାର କରିନୁ କାହିଁକି ?' ମୁନା କହିଲା , 'ଏତେ ଥଣ୍ଡା ଯେ ମୋଟା କନ୍ଥାଟା ଶୀତ ରଖି ପାରୁନି ; ପତଳା କମ୍ବଳ ଦୁଇଟା କାମ ଦେବ କିପରି?' ଏକଥା ଶୁଣି ...

ଉତ୍ତରକାଶୀ ସୁଡଙ୍ଗ ଉଦ୍ଧାର ଅଭିଯାନରେ ଟେକ୍ନୋଲଜିର ପ୍ରୟୋଗ

Image
                                   ଉତ୍ତରକାଶୀ ସୁଡଙ୍ଗ ଉଦ୍ଧାର ଅଭିଯାନରେ ଟେକ୍ନୋଲଜିର ପ୍ରୟୋଗ   ନିକୁଞ୍ଜ ବିହାରୀ ସାହୁ             ଇତ୍ତି ମଧ୍ୟରେ ଉତ୍ତରକାଶୀର ସିଲକ୍ୟାରା ସୁଡ଼ଙ୍ଗରେ ଅଟକି ରହିଥିବା ସମୁଦାୟ 41 ଜଣ ନିର୍ମାଣ ଶ୍ରମିକଙ୍କୁ ସଫଳତାର ସହ ଉଦ୍ଧାର କରାଯାଇ ପାରିଛି I ଏହି ସଫଳତାର କାହାଣୀର ପଛରେ ଅନେକ ସଂଗଠନ ଓ ବ୍ୟକ୍ତିବିଶେଷଙ୍କ   ଅବଦାନ ରହିଥିଲାବେଳେ ଏଥିରେ ମଧ୍ୟ ପ୍ରୟୋଗ କରା ଯାଇଥିବା କିଛି ଅତ୍ୟାଧୁନିକ ଟେକନୋଲଜି ବା ପ୍ରଯୁକ୍ତିବିଦ୍ୟାର ପ୍ରମୁଖ ଭୂମିକା ରହିଛି ଯାହା ସମ୍ପର୍କରେ ନିମ୍ନରେ ସୂଚନା ଦିଆଗଲା :   ଅଗର ଡ୍ରିଲିଙ୍ଗ ମେସିନ      ସୁଡ଼ଙ୍ଗ ମଧ୍ୟରେ ଅଟକି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଶ୍ରମିକମାନଙ୍କ ପର୍ଯ୍ୟନ୍ତ ମାଟି ଖୋଲି ଏକ 800 ମି . ମି . ବ୍ୟାସର ଷ୍ଟିଲ୍ ପାଇପ୍ ବିଛାଇବା ନିମନ୍ତେ ଉଦ୍ଧାରକାରୀ ଦଳ ପକ୍ଷରୁ ନିଷ୍ପତ୍ତି ନିଆ ଯାଇଥିଲା I ଏହି କଠିନ କାର୍ଯ୍ୟକୁ ବାସ୍ତବତାରେ ରୂପାୟନ କରିବା ପାଇଁ ଏକ ' ଅଗର ' ମେସିନ କୁ କାର୍ଯ୍ୟରେ ନିୟୋଜିତ କରା ଯାଇଥିଲା I        ...