Posts

Showing posts from December, 2022

ବୄହସ୍ପତିର ଚନ୍ଦ୍ର

Image
                                                                                      ଏବେ ରାତ୍ରି ଆକାଶରେ ଏକ ଉଜ୍ଜ୍ୱଳ ତାରା ଦୄଶ୍ୟ ହେଉଛି I   ଏହି ତାରାକୁ ସନ୍ଧ୍ୟା ହେଉ ହେଉ ମଧ୍ୟ - ଆକାଶରେ ଦେଖିବାକୁ ମିଳୁଛି ଏବଂ ଏହା ପ୍ରାୟ ଛଅ ଘଣ୍ଟାକାଳ ଆକାଶରେ ରହି  ମଧ୍ୟରାତ୍ରି ବେଳକୁ  ଅସ୍ତ ଯାଉଛି I ଏହା କିନ୍ତୁ ଏକ ତାରା ନୁହେଁ; ଆମ ସୌରଜଗତର ବୄହତ୍ତମ ଗ୍ରହ ବୄହସ୍ପତି I ଦୂରବୀକ୍ଷଣ ଯନ୍ତ୍ରରେ ଚାହିଁଲେ ଏହା ଚାରୋଟି ବଡ ବଡ ଚନ୍ଦ୍ରଙ୍କୁ ମଧ୍ୟ ସ୍ପଷ୍ଟ ଦେଖି ହେଉଛି I ଏହି ଚନ୍ଦ୍ରମାନଙ୍କୁ 1610 ଖ୍ରୀଷ୍ଟାବ୍ଦରେ ଇଟାଲୀୟ ଜ୍ୟୋତିର୍ବିଜ୍ଞାନୀ ଗାଲିଲିଓ ଆବିଷ୍କାର କରିଥିଲେ I ଏହି ଚନ୍ଦ୍ରସବୁ ହେଲେ: ଆୟୋ, ୟୁରୋପା, କ୍ୟାଲିଷ୍ଟୋ ଓ ଗ୍ୟାନିମିଡ୍ I ଏହି ଚନ୍ଦ୍ରମାନଙ୍କୁ ମୂଳ ଗ୍ରହର ବିଶୁବରେଖା ଉପରେ ଧାଡି ହୋଇ ରହିଥିବାର ଦେଖି ହେଉଛି. I କିଛି ସମୟ ଛାଡି ଲକ୍ଷ୍ୟ କଲେ, ଏହି ଚନ୍ଦ୍ରମାନେ ବୄହସ୍ପତି ଗ୍ରହ ଚାରିପଟେ ଘୂରୁଥିବ...

ଭାରତର ପ୍ରଥମ ଘରୋଇ ରକେଟ୍

Image
                                                                                          ଗତ ନଭେମ୍ବର 18 ତାରିଖ ଦିନ  ଭାରତର ଅନ୍ତରୀକ୍ଷ ଅଭିଯାନ କ୍ଷେତ୍ରରେ ଏକ ନୂତନ ଯୁଗର ଅୟମାରମ୍ଭ ହୁଏ I ଏହି ଦିନ ବେସରକାରୀ ଉଦ୍ୟମରେ ନିର୍ମିତ ଏକ ରକେଟ୍‍ ପ୍ରଥମ ଥର ପାଇଁ ମହାକାଶକୁ ଉତକ୍ଷେପିତ ହୋଇଛି I ଏହି ରକେଟର ନାମ ବିକ୍ରମ-ଏସ୍ (Vikram-S) ଯାହାକୁ ଇସ୍ରୋର ଶ୍ରୀହରିକୋଟା ସ୍ଥିତ ଉତକ୍ଷେପଣ କେନ୍ଦ୍ରରୁ ସଫଳତାର ସହିତ ପ୍ରେରଣ କରାଯାଇଛି I  ପୂର୍ବରୁ ଆମ ଦେଶରେ ଅନ୍ତରୀକ୍ଷ କାର୍ଯ୍ୟକ୍ରମ କେବଳ ସରକାରୀ ଉଦ୍ୟମରେ ପରିଚାଳିତ   ଭାରତୀୟ ଅନ୍ତରୀକ୍ଷ ସଙ୍ଗଠନ (ଇସ୍ରୋ, ISRO)ର ଏକଚାଟିଆ ଅଧିକାର ଥିଲା ଯାହା ବିଗତ 1969 ମସିହାରେ ଭାରତୀୟ ଅନ୍ତରୀକ୍ଷ କାର୍ଯ୍ୟକ୍ରମର ଜନକ ...

ROTATIONAL DYNAMICS

Image
     Lesson Objective:         To verify the   Law of Conservation of Angular Momentum in a rotational dynamics system with the help of a simple kit: to study the relationship between the Angular Velocity and Moment of Inertia for a rotating body Basic Concept:                                                                                               In the case of a rotational motion, in the absence of an external Torque, the total Angular Momentum of the system re...

PRIVATE PARTNERSHIP IN SPACE SECTOR

Image
      With the launch of the country’s first privately developed rocket named Vikram-S by ISRO on 18th November 2022   from its facilities at Sriharikota, India has entered into a new era of space programme which is now actively thrown open for private partnership. Earlier, the exploration of the space sector was purely the domain of ISRO, India’s state-owned body which was established under the able leadership of Dr Vikram Sarabhai in 1969.      In its illustrative career of 53 years, ISRO has not only sent missions for exploring the outer space including the Moon and Mars in its own vehicles but also successfully launched satellites of other nations on a commercial basis. The organization has made India self-reliant in fields of space technology and its application to the cause of national development in areas like agriculture, forest cover mapping, disaster management, weather forecasting, communication etc. It has also demonstrated h...

ରହସ୍ୟମୟ ଖ୍ରୀଷ୍ଟମାସ ତାରକା

Image
                                                                            ରହସ୍ୟମୟ ଖ୍ରୀଷ୍ଟମାସ ତାରକା ନିକୁଞ୍ଜ ବିହାରୀ ସାହୁ         ବାଇବେଲର ବର୍ଣ୍ଣନା ଅନୁଯାୟୀ ପ୍ରଭୁ ଯୀଶୁଙ୍କ ଜନ୍ମ ସମୟରେ ଆକାଶରେ ଏକ  ଅଦ୍ଭୁତ ତାରକା ଦୄଶ୍ୟ ହୋଇଥିଲା I ଏହି ତାରାକୁ ଲକ୍ଷ୍ୟ କରି  'ମେଜି' ବୋଲି କୁହା ଯାଉଥିବା ତିନି ଜଣ ବିଜ୍ଞ ବ୍ୟକ୍ତି ଯୀଶୁଙ୍କ ସନ୍ଧାନ ନିମନ୍ତେ ସମ୍ଭବତଃ ବାବିଲୋନିଆ କିମ୍ବା ପର୍ସିଆଠାରୁ  ଯାତ୍ରାରମ୍ଭ କରିଥିଲେ I ସେମାନେ ଏହି ତାରକା ଦ୍ୱାରା ପଥପ୍ରଦର୍ଶିତ ହୋଇ ପଶ୍ଚିମ ଦିଗକୁ ଯାତ୍ରା କରିଥିଲେ ଏବଂ ଶେଷରେ ଯିଶୁଙ୍କ ଜନ୍ମସ୍ଥାନ ବେଥେଲହାମଠାରେ ପହଞ୍ଚି ଶିଶୁ ଯୀଶୁଙ୍କୁ ଦର୍ଶନ ପୂର୍ବକ ସାଙ୍ଗରେ ଆଣିଥିବା ଉପହାର ପ୍ରଦାନ କରିଥିଲେ I ତେବେ ଏହି ବହୁଚର୍ଚ୍ଚିତ ତାରକାର ଇତ୍ତିବୄତ୍ତ ଏବେ ସୁଦ୍ଧା ରହସ୍ୟାବୄତ୍ତ ଏବଂ ଏହାର ପ୍ରକୄତ ପରିଚୟ ସମ୍ପର୍କରେ ଅନେକ ମତପାର୍ଥକ୍ୟ ରହି ଆସିଛି I ଏହି ରହସ୍ୟମୟ ତାରକାକୁ ସଧାରଣତଃ 'ଖ୍ର...