Posts

Showing posts from June, 2025

JOURNEY OF SHUBHANSHU SHUKLA : AN INDIAN DREAM COMES TRUE

Image
        JOURNEY OF SHUBHANSHU SHUKLA : AN INDIAN DREAM COMES TRUE Nikunja Bihari Sahu        In a significant  space achievement, the Indian astronaut Shubhanshu Shukla created history by flying to space as part of the Axiom 4 mission aboard SpaceX's Falcon 9 spacecraft. After several previous reschedules   due to weather and technical problems, the rocket finally  cleared the  launch pad on 25th June 2025 at 12.01 PM IST and soared  to the sky carrying Shubhandhu and other crew members to space.  With this success, Shubhanshu  became the first Indian astronaut  to travel to the  International Space Station and the second  after Rakesh Sharma to be orbiting the Earth in space. It is worth noting that Rakesh Sharma travelled to space in 1984 as the first Indian astronaut on a Russian Soyuz spacecraft and spent 8 days in  the Salyut-7 space station. Now, after a...

ଦ୍ୱିତୀୟ ଭାରତୀୟ ମହାକାଶଚାରୀ :ଶୁଭାଂଶୁ ଶୁକ୍ଳା

Image
  ଦ୍ୱିତୀୟ ଭାରତୀୟ ମହାକାଶଚାରୀ : ଶୁଭାଂଶୁ ଶୁକ୍ଳା ନିକୁଞ୍ଜ   ବିହାରୀ ସାହୁ        ଗତ 25 ତାରିଖ : ଆମେରିକୀୟ     ଅନ୍ତରୀକ୍ଷ   ସଂସ୍ଥା ନାସାର କେନେଡି ଅନ୍ତରୀକ୍ଷ କେନ୍ଦ୍ରର କଣ୍ଟ୍ରୋଲ୍ ରୁମ୍ ରେ   ବିଳମ୍ବିତ ରାତ୍ରିର ଏକ ଭାରାକ୍ରାନ୍ତ ଓ ଉତ୍କଣ୍ଠାପୂର୍ଣ୍ଣ     ମୁହୂର୍ତ୍ତ I ବୈଜ୍ଞାନିକମାନେ ଏକ୍ସିଅମ୍ ମିଶନ୍ 4 ର ଉତକ୍ଷେପଣ ପାଇଁ ଉତ୍ସାହର ସହିତ ପ୍ରତୀକ୍ଷା କରିଥା ’ ନ୍ତି । ଇତି ମଧ୍ୟରେ ରକେଟ   ପ୍ରସ୍ତୁତିରେ ବିଳମ୍ବ , ପାଣିପାଗ ପରିସ୍ଥିତି , ରକେଟ୍‌ରେ ତରଳ ଅମ୍ଳଜାନ ଲିକ୍ ଏବଂ ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ କେନ୍ଦ୍ର ରେ ସେବା ମଡ୍ୟୁଲରେ ତ୍ରୁଟି ସମେତ ଅନେକ ସମସ୍ୟା ଯୋଗୁଁ ଏହି ଅଭିଯାନକୁ ପାଞ୍ଚ ପାଞ୍ଚ ଥର ବାତିଲ   କରାଯାଇ ସାରିଥାଏ । କାଉଣ୍ଟ ଡାଉନ୍ ଆରମ୍ଭ ହୋଇ ସାରିଥାଏ I ସବୁରି ମନରେ   ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥାଏ : ଏଥର ଉତକ୍ଷେପଣ ସଫଳ ହେବ ତ ? ଇତି ମଧ୍ୟରେ   ପାଣିପାଗ ବିଭାଗ ପକ୍ଷରୁ ପ୍ରକ୍ଷେପଣ ସମୟରେ   ପାଗ ଅନୁକୂଳ ପ୍ରାୟ   : କାଉଣ୍ଟ ଡାଉନ୍ର ମନିଟରରେ ’00:00:00’ ସମୟ ବୋଲି ପ୍ରଦର୍ଶିତ ହେଲା I ସମସ୍ତଙ୍କର ନଜର ଥାଏ ଲଞ୍ଚ ପାଡ୍ ରେ ସଂଯୁକ୍ତ ଫାଲକନ୍ 9 ରକେଟ୍ ଉପରେ I ଅଚାନକ ଚତୁପାର୍ଶ୍ୱକୁ ବିପୁଳ ଧୂଆଁ ନିକ୍ଷେପ କରି...