ଗଣିତ କୁଇଜ୍
ଗଣିତ କୁଇଜ୍ ନିକୁଞ୍ଜ ବିହାରୀ ସାହୁ (ସମସ୍ତ ପ୍ରଶ୍ନର ଉତ୍ତର ଦିଅନ୍ତୁ I ନିଜ ଉତ୍ତରର ସତ୍ୟତା ଜାଣିବା ପାଇଁ ହେଲେ ନିମ୍ନୋକ୍ତ ଉତ୍ତର ସାରଣୀ ଦେଖନ୍ତୁ I) 25 2 ଓ 26 2 ମଧ୍ୟରେ ସମୁଦାୟ କେତୋଟି ଗଣନ ସଂଖ୍ୟା ଥାଏ? କ) 48 ଟି ଖ) 49ଟି ଗ) 50ଟି ଘ) 51ଟି 2. କୌଣସି ତ୍ରିଭୁଜର ତିନି କୋଣର ସମଷ୍ଟି 180 0 I ଏହା ମୂଳତଃ କେଉଁ କ୍ଷେତ୍ରରେ ପ୍ରଜୁଯ୍ୟ? କ) ସବୁ କ୍ଷେତ୍ରରେ ...